ରୁପେ ପିଏମଜେଡିୱାଇ ଡେବିଟ୍ କାର୍ଡ

  • ଦେଶୀୟ ବ୍ୟବହାର ପାଇଁ।
  • ଏହା ATM, POS ଏବଂ Ecom ଚ୍ୟାନେଲରେ ବ୍ୟବହାର କରାଯାଇପାରେ।
  • ପ୍ରତ୍ୟେକ କଣ୍ଟାକ୍ଟଲେସ୍ ଟ୍ରାନ୍ଜାକ୍ସନ୍ ପାଇଁ ₹5,000/- ପର୍ଯ୍ୟନ୍ତ PIN ଆବଶ୍ୟକ ନୁହେଁ।
  • ₹5,000/- ଠାରୁ ଅଧିକ ସମସ୍ତ ଟ୍ରାନ୍ଜାକ୍ସନ୍ ପାଇଁ PIN ଆବଶ୍ୟକ। *(ସୀମା RBI ଦ୍ୱାରା ଭବିଷ୍ୟତରେ ପରିବର୍ତ୍ତିତ ହୋଇପାରେ)
  • ପ୍ରତିଦିନ ଅନୁମୋଦିତ କଣ୍ଟାକ୍ଟଲେସ୍ ଟ୍ରାନ୍ଜାକ୍ସନ୍ ସଂଖ୍ୟା – ତିନୋଟି।
  • NPCI RuPay କାର୍ଡ ଧାରକମାନଙ୍କ ପାଇଁ ପୁରୁଣା* PMJDY କାର୍ଡ ପାଇଁ ₹1 ଲକ୍ଷ ଏବଂ ନୂତନ** PMJDY କାର୍ଡ ପାଇଁ ₹2 ଲକ୍ଷ ପର୍ଯ୍ୟନ୍ତ ଦୁର୍ଘଟନାଜନିତ ମୃତ୍ୟୁ ଏବଂ ସ୍ଥାୟୀ ଅସମର୍ଥତା ବୀମା ପ୍ରଦାନ କରେ।
  • ବୀମା ସୁବିଧା 90 ଦିନ ମଧ୍ୟରେ କମ୍ ସେ କମ୍ ଗୋଟିଏ ସଫଳ ଟ୍ରାନ୍ଜାକ୍ସନ୍ କରିଥିବା କାର୍ଡ ଧାରକଙ୍କୁ ମିଳିବ।
  • ବିସ୍ତୃତ ବିବରଣୀ ପାଇଁ: https://www.npci.org.in/https://www.npci.org.in/
  • POS ଏବଂ Ecom ଟ୍ରାନ୍ଜାକ୍ସନ୍ ପାଇଁ କାର୍ଡ ଧାରକମାନେ ଷ୍ଟାର ପଏଣ୍ଟ୍ ପାଇବେ।

ରୁପେ ପିଏମଜେଡିୱାଇ ଡେବିଟ୍ କାର୍ଡ

  • କେବଳ BSBD (ମୌଳିକ ସଞ୍ଚୟ ବ୍ୟାଙ୍କ ଜମା) ଆକାଉଣ୍ଟରେ।

ରୁପେ ପିଏମଜେଡିୱାଇ ଡେବିଟ୍ କାର୍ଡ

କାରବାର ସୀମା:

  • ATM - ₹15,000 ପ୍ରତିଦିନ
  • POS + ଇ-କମ୍ - ₹25,000

ରୁପେ ପିଏମଜେଡିୱାଇ ଡେବିଟ୍ କାର୍ଡ

Rupay-PMJDY-Debit-card