ମାଷ୍ଟର ଟାଇଟାନିୟମ ଡେବିଟ୍ କାର୍ଡ

  • ଦେଶୀୟ ଏବଂ ଆନ୍ତର୍ଜାତୀୟ ବ୍ୟବହାର ପାଇଁ। *(ଆନ୍ତର୍ଜାତୀୟ ଇ-କମ୍ ଟ୍ରାନ୍ଜାକ୍ସନ୍ ଅନୁମୋଦିତ ନୁହେଁ)
  • ପ୍ରତ୍ୟେକ କଣ୍ଟାକ୍ଟଲେସ୍ ଟ୍ରାନ୍ଜାକ୍ସନ୍ ପାଇଁ ₹5,000/- ପର୍ଯ୍ୟନ୍ତ PIN ଆବଶ୍ୟକ ନୁହେଁ।
  • ₹5,000/- ଠାରୁ ଅଧିକ ସମସ୍ତ ଟ୍ରାନ୍ଜାକ୍ସନ୍ ପାଇଁ PIN ଆବଶ୍ୟକ। *(ସୀମା RBI ଦ୍ୱାରା ଭବିଷ୍ୟତରେ ପରିବର୍ତ୍ତିତ ହୋଇପାରେ)
  • ପ୍ରତିଦିନ ଅନୁମୋଦିତ କଣ୍ଟାକ୍ଟଲେସ୍ ଟ୍ରାନ୍ଜାକ୍ସନ୍ ସଂଖ୍ୟା – ତିନୋଟି ଟ୍ରାନ୍ଜାକ୍ସନ୍।
  • POS ଏବଂ ଇ-କମର୍ସ ଟ୍ରାନ୍ଜାକ୍ସନ୍ ପାଇଁ କାର୍ଡ ଧାରକମାନେ ଷ୍ଟାର ପଏଣ୍ଟ୍ ସହିତ ପୁରସ୍କୃତ ହେବେ।

ମାଷ୍ଟର ଟାଇଟାନିୟମ ଡେବିଟ୍ କାର୍ଡ

  • ସମସ୍ତ ଏସବି ଏବଂ କରେଣ୍ଟ ଆକାଉଣ୍ଟଧାରୀ

ମାଷ୍ଟର ଟାଇଟାନିୟମ ଡେବିଟ୍ କାର୍ଡ

  • ATM - ପ୍ରତିଦିନ ୧୫,୦୦୦ ଟଙ୍କା
  • POS+ଇକମ୍ - ଟଙ୍କା.୫୦,୦୦୦ (ଘରୋଇ) POS - ଟଙ୍କା.୫୦,୦୦୦ (ଆନ୍ତର୍ଜାତୀୟ)

ମାଷ୍ଟର ଟାଇଟାନିୟମ ଡେବିଟ୍ କାର୍ଡ

Master-Titanium-Debit-card