ମାଷ୍ଟର ବିଙ୍ଗୋ ଡେବିଟ୍ କାର୍ଡ
- କେବଳ ଘରୋଇ ବ୍ୟବହାର ପାଇଁ।
- ₹5,000/- ପର୍ଯ୍ୟନ୍ତ କଣ୍ଟାକ୍ଟଲେସ୍ ଟ୍ରାଞ୍ଜାକ୍ସନ ପାଇଁ ପିନ୍ ଆବଶ୍ୟକ ନୁହେଁ।
- ₹5,000/- ଠାରୁ ଅଧିକ ଟ୍ରାଞ୍ଜାକ୍ସନ ପାଇଁ ପିନ୍ ଆବଶ୍ୟକ। (ସୀମାଗୁଡିକୁ ଭବିଷ୍ୟତରେ RBI ଦ୍ୱାରା ପରିବର୍ତ୍ତନ କରାଯାଇପାରେ)
- ପ୍ରତିଦିନ ଅଧିକତମ ତିନିଟି କଣ୍ଟାକ୍ଟଲେସ୍ ଟ୍ରାଞ୍ଜାକ୍ସନ ଅନୁମତି ଅଛି।
- POS ଓ ଇ-କମର୍ସ ଟ୍ରାଞ୍ଜାକ୍ସନ ପାଇଁ କାର୍ଡ ଧାରୀମାନେ ଷ୍ଟାର ପଏଣ୍ଟ୍ ପାଇବେ।
ମାଷ୍ଟର ବିଙ୍ଗୋ ଡେବିଟ୍ କାର୍ଡ
- 15ରୁ 25 ବର୍ଷ ବୟସର ଯୁବଗୋଷ୍ଠୀଙ୍କୁ ଏହି କାର୍ଡ ପ୍ରଦାନ କରାଯାଇପାରିବ।
ମାଷ୍ଟର ବିଙ୍ଗୋ ଡେବିଟ୍ କାର୍ଡ
- ଏଟିଏମରେ ଦିନକୁ ନଗଦ ଉଠାଣର ସର୍ବାଧିକ ସୀମା 15,000 ଟଙ୍କା ରହିଛି ।
- ପିଓଏସ୍ + ଇକମ୍ ବ୍ୟବହାର ଦୈନିକ ସୀମା 25,000 ଟଙ୍କା ।
ମାଷ୍ଟର ବିଙ୍ଗୋ ଡେବିଟ୍ କାର୍ଡ
-
ଦେୟ ପାଇଁ, ଦୟାକରି ଏଠାରେ କ୍ଲିକ୍ କରନ୍ତୁ
Annexure-VII-DigitalBankingProduts.pdf
File-size: 1 MB